ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ dhanyabaado gheno probhu

ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ

ମଙ୍ଗଳମୟ ପ୍ରଭୁ ତୁମେ

କରୁଣାମୟ ଯୀଶୁ ତୁମେ

ପାଇଛୁ ଯାହା ଜୀବନେ ଆମ

ସବୁ ତ ତୁମରି କରୁଣା ଦାନ

ଜୀବନଦାତା ପ୍ରଭୁ ତୁମେ

ମୁକତିଦାତା ଯୀଶୁ ତୁମେ

କୁଶେ ଚଢିଲେ ଜୀବନ ଦେଲ

ତୁମ ପ୍ରେମ ଅନୁପମ

ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ

ପାଇଛୁ ଯାହା ମଙ୍ଗଳ ଦାନ

ଦେବାକୁ ପ୍ରଭୁ ଚରଣେ ତୁମ

ନାହିଁ କିଛି ପ୍ରତିଦାନ

Comments

One response to “ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ dhanyabaado gheno probhu”

  1. Musthapa limma Avatar
    Musthapa limma

    Musthapa limma

Leave a Reply

Your email address will not be published. Required fields are marked *