ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି he prabhu kemiti banchinbi

ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ। 2ଥର
ମତେ ଭୁଲିବନି ମତେ ଛାଳୀବନି।2ଥର
ତୁମଭିନା ଦୁନିଆ ତ ଅନ୍ଦାର ଲାଗେ..(ଘୁଷା)

ହାରିଗଲି ମୁଁ ତଖୀଗଲି ମୁ
ଏ ଦୁନିଆରେ ପ୍ରଭୁ ଠକି ଗଲି ମୁଁ
ନାହିଁ କେ ସାହାରା ନହିଁ କେ ଭରଷା
ତୁମ ଭିନା ଦୁନିଆରେ ନାହିଁ କେ ଆସୋର।(2ଥର)
ତୁମ ଭିନା ଦୁନିଆ ତ ଅଜଣା ଲାଗେ। (୨ଥର)
ହେ ପ୍ରଭୁ…………..୧

ପାପ ଭରା ଦୁନିଆରେ ନାହିଁ ମ କରୁଣ
ଭରି ଯାଏ ହୃଦୟ ମର ଦୁଃଖ ଓ ଯାତନା
ହେ ଜଗତ ଜୀବନ ଇଶ୍ୱର ନନ୍ଦନ
ଢାଳିଦିଅ ତୁମରି ଆଶିଷ ଦାନ…ଓ ଓ…(୨ଥର)
ମଧୁର ମନରମ ସେ ଯୀଶୁ ନାମ
ସରଗ ହୁଇଛି ସେ ନାମ ପ୍ରଦାନ।
ହେ ପ୍ରଭୁ…….୨

ସୂଚୀମାଳାକୁ ଫେରନ୍ତୁ

Comments

One response to “ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି he prabhu kemiti banchinbi”

Leave a Reply

Your email address will not be published. Required fields are marked *