ଧନ୍ୟବାଦ ମହିମା ପାଇବାକୁ dhanyabada mahima paibaku

ଧନ୍ୟବାଦ ମହିମା ପାଇବାକୁ
ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ
ହାଲ୍ଲେଲୁୟା। (୪ଥର)

ରାଜାମାନଙ୍କର ରାଜା ତୁମେ
ପ୍ରଭୁମାଙ୍କର ପ୍ରଭୁ
ରାଜାମାନଙ୍କର ରାଜା ତୁମେ
ପ୍ରଭୁମାଙ୍କର ପ୍ରଭୁ

ପ୍ରେମ,ଭକ୍ତି ପାଇବାକୁ ଶୁଭାଜନ
କାରଣ ଜଗତେ ତୁମେ କର ସୃଜନ
ଗୌରବ (ସମ୍ଭ୍ରମ …୩ଥର) ହୋ …
ଗୌରବ ସମ୍ଭ୍ରମ ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ (୨ଥର)

ହାଲ୍ଲେଲୁୟା (୪ଥର)
ରାଜାମାନଙ୍କର ରାଜା ତୁମେ ପ୍ରଭୁମାନଙ୍କର ପ୍ରଭୁ…
ଧନ୍ୟବାଦ…

ପାପୀଙ୍କର ମୁକ୍ତି ତୁମେ କଲ ସାଧନ
କାଳବରୀ କ୍ରୁଶେ ହୋଇ ବଳିଦାନ
ଗୌରବ (ପ୍ରଶଂସା…୩ଥର) ହୋ…
ଗୌରବ ପ୍ରଶଂସା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ (୨ଥର)

ହାଲ୍ଲେଲୁୟା (୪ଥର)
ରାଜାମାନଙ୍କର ରାଜା ତୁମେ ପ୍ରଭୁମାନଙ୍କର ପ୍ରଭୁ…
ଧନ୍ୟବାଦ…

ସୂଚୀମାଳାକୁ ଫେରନ୍ତୁ

Comments

2 responses to “ଧନ୍ୟବାଦ ମହିମା ପାଇବାକୁ dhanyabada mahima paibaku”

  1. Krushnachandra Santa Avatar
    Krushnachandra Santa

    Krushnachandra Santa

  2. Birendra Khora Avatar
    Birendra Khora

    Birendra Khora

Leave a Reply

Your email address will not be published. Required fields are marked *